Odia Lord Jagannath prathana(ପ୍ରାର୍ଥନା)






🙏  Jay Jagannath🙏


  ଶ୍ରୀବଛ ଲାଛଂନା ପ୍ରଭୁ ନାରାୟଣ  ଗୋବର୍ଦ୍ଧନ ଗୀରିଧାରୀ              କଂସାରି ବକାରୀ ଶଙ୍ଖଚକ୍ରଧାରୀ କେ ସୁନିବ ହେ ଗୁହାରୀ !!
           
ତୁମ୍ଭେ ନ ଶୁଣିଲେ ଶୁଣିବ କେ ଆଉ ସଂସାରେ ନାହିଁ କେ ଜନ          ବୁଡାଇଲେ ବେଳା ବୁଡିଜୀଵ ଭେଳା ହେବଟି ସବୁ ଉଛନ !!     

ତୁ ପରାଅଟୁରେ କରୁଣା ଶାଗର କରୁଣା ଦେଇଚୁଵିଞ୍ଚୀ                  
ମୋ ବେଳକୁ ଆଜି ଶୁନ୍ୟହସ୍ତହେଲୁ ନପାରୁଛୁ କିଛୀ ସଁଚୀ !!

କିଏ କେତେ ତୋତେ ବାଢେ ପୂଜା ଭୋଗ ଅନ୍ତର ଦୁଆର ଖୋଲି
କି ଅବା ଦ୍ରବ୍ୟରେ  ପୁଜୀବୀ ପୟରେ ବୁଦ୍ଧି ବାଟ ନ ଦିଶଇ !!

ଭକତର ଲାଗୀ ଯୁଗେ ଭଗବାନ କରନ୍ତି ଏ ଖେଳା ଲୀଳା
ଭକତ କାନ୍ଦୀଲେ ଭଗବାନ କାନ୍ଦେ ସରିଜାଏ ଭବବେଳା !!       

ହେ ଦାରୁଣାଦେବ ସତେକି ଅନ୍ତରେ  ମୋତେ ଥରେ ସ୍ତାନ ଦେବ    ଦୁଃଖେ ଗଡ଼ିଗଡ଼ି ପଥେ ମୁଁ ପଡିଚି କୋଳକୁ କି ଟାଣୀ ନେବ !!                     

 ଆକ୍ଷୀର ଲୁହ ରେ ଗାଧୋଇ  ହୋଇ ମୁଁ କରିଭକ୍ତି ଫୁଲହାର ହୃଦୟ ଡାଲାରେ  ମନପୂଜାଭୋଗ ପୁଜୁଛି ତୁମ୍ଭପୟର !!

     
 
                             Mahes
             Jay Jagannath.blogpost.com



🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

Comments

Post a Comment

Popular posts from this blog

ସଫଳତା ର ଅନ୍ୟ ନାମ ସଂଘର୍ଷ success life story odia

20+Jay Jagannath good morning images