Posts

Showing posts from January 19, 2020

ଜୀବନଟା ଛାଇ ଆଲୋକ ଖେଳରେ ! ଲୁଚକାଳୀ ଯେବେ ............ସମ୍ପୁର୍ଣ୍ଣ ପଢ଼ନ୍ତୁ !

Image
ଜୀବନ ଟା   ଛାଇ ଆଲୋକ ଖେଳରେ ! ଲୁଚକାଳୀ ଯେବେ ଖେଳୁଥିଲା !! ବଞ୍ଚିବା ମରିବା ଦୁଇଟି ଶବ୍ଦର .....!  ମାନେତ କିଛିନଥିଲା ........!! ସଂଘର୍ଷର ପଥ ଥିଲାତ କଠୋର ! ଥକିପଡିଥିଲି ଚାଲି ଚାଲି..... !! ଖୋଜିବୁଲୁଥିଲି ଅନ୍ଧାରେ, ଆଲୋକ ! ସ୍ନେହ ମମତା ଟିକେ ଖାଲି !! ସେହି ପଥ ଦେଇ ତୁମେ ଚାଲୁଥିଲ ! ତୁମସାଥିରେ ହେଲା ଦେଖା !! ସତେକି ଲାଗିଲା ଆସିଛ ଯେମିତି ! କରିବାକୁ ମୋତେ ରକ୍ଷା !! ବଞ୍ଚିବାର କିଛି ଆଶାରଝଲକ  ! ଦେଇଥିଲ ତୁମେ ଶିକ୍ଷା  !! ତୁମକଥା ଶୁଣି ଲାଗିଲା ଏମିତି ! ହୃଦୟମୋ କରିଥିଲା ତୁମରି ଅପେକ୍ଷା !! ତୁମରି କଥାରେ ସତେ ଥିଲାକି ଯାଦୁ ! ହୃଦୟକୁ ମୋ କିଣିନେଲ !! ଶରତ ଋତୁର ମଳୟ ପବନେ ! ମୋ ହୃଦୟେ ଖେଳେଇ ଦେଲ !! ପ୍ରକୃତି କୋଳରେ କାଶତଣ୍ଡି ଫୁଲ !  ହସୁଥିଲା ତ ଧରଣୀରାଣୀ !!ସତେକି ଲାଗିଲା ମରୁଭୂମି ରୁ !  ମିଳିଗଲା ଟୋପାଏ ପାଣି !! ମୋହାତ ଧରି ପାଖରେ ବସି  ! କହିଲ ମନର ଭାଷା ସେହି ଦିନଠାରୁ ହଜିଯାଇଛି ମନର ସବୁ ବ୍ୟଥା !! ରଖିଛି ସାଇତି ହୃଦୟେ ମୋହର ଆଙ୍କିଛି ତୁମରି ଛବି ! ତୁମେ ଥିବ  ଯଦି ପାଖରେ ମୋର ସାରା ଜୀବନ ହସୁଥିବି !! 🙏🙏🙏 ମହେଶ 🙏🙏🙏 💅💅💅💅💅 💖💖 🌹

Free Jagannath, Krishna images download

Image

ଆସିବ ମହାପ୍ରଳୟ କଳି ହେବଶେଷ..........!

Image
ପାହିଲାଣୀ ରାତି ବାଜିଲାଣି ଶଙ୍ଖ ! ଚତ୍ରୁଦୀଗୁ ଶୁଭେ ତ୍ରାହି ଜଗନ୍ନାଥ !! ଶୁଭେ ହୁଳ ହୁଳି ପୁଣି ବାଜେ କରତାଳି ! ଲାଗୁଛି ସତେକି କଳି ଯିବ ଅପସରି !! ସତେକି ଅଧର୍ମ ହୋଇବ ନାଶ ! ଲେଖାକି ହୋଇବ ଏକ ନୁଆ ଇତିହାସ !! ବଦଦାଣ୍ଡେ ଲାଗିଅଛି ଭକତ ଗହଳି ! ତ୍ରାହି ତ୍ରାହି ଡାକେ ଦାଣ୍ଡ ଯାଉଛି ଉଛୁଳି !! ଭକତଙ୍କ ଦୁଃଖେ ଦୁଃଖି  ସ୍ୱୟଂ ଜଗନ୍ନାଥ ! ପାପିଙ୍କୁ ନାସିବା ପାଇଁ କରିବେ ଚକ୍ରାନ୍ତ !! ତାଙ୍କ ଚକ୍ରେ ପାପ ନାଶ ହେବତ ନିଶ୍ଚୟ ! ଧର୍ମର ହେବ ଜୟ ନାହିଁଟି ସଂଶୟ ଅଧର୍ମପଥରୁ ରଖ ନିଜକୁ ଦୂରେଇ ! ଉଦ୍ଧାରିନେବେ ପ୍ରଭୁ ଅଧର୍ମୀଙ୍କୁ ମାରି !! ଯେବେ ଯେବେ ବଢି଼ଅଛି  ଅଧର୍ମ ଭାର ! ନାନା ରୂପେ କରିଛନ୍ତି ଧର୍ମକୁ ଉଦ୍ଧାର !! ବିନାଶର ଆଗମନ ସୂଚନା ଦିଅନ୍ତି ! ବିଳମ୍ବ ହୋଇଲେ ପୁଣି ପ୍ରଳୟ ଆଣନ୍ତି ! ପ୍ରଳୟର ଭାରକୁ ଦି ଭାଗଜେ କରନ୍ତି ! ପାପ ଆଉ ପୁଣ୍ୟର ହିସାବ ନିଅନ୍ତି!! ପାପ ଆଉ ପୁଣ୍ୟ ଦୁଇପାଦ ଦେଇଛନ୍ତି ହରି  ! ପଥ ଚିହ୍ନି ବାଟ ଚାଲ  ଯିବଜଦି ତରି !! Jay Jagannath   🙏🙏 ମହେଶ 🙏🙏 Free Download

ହେ ସ୍ୱାମୀ ତୁମେହିଁ ଆରମ୍ଭ, ତୁମେହିଁ ଶେଷ, ତୁମେହିଁ ବିଶ୍ୱାସ ,ତୁମେହିଁ ନିଶ୍ଵାସ ! ଓଡ଼ିଆ କବିତା ହେ ସ୍ୱାମୀ....

Image

ତୁମେ ଗଲାପରେ ଓଡ଼ିଆ କବିତା ! ଏକ ହୃଦୟ କୋହଭରା ଜୀବନ କାହାଣୀ

Image
ଯେବେ ଠାରୁ ମୋହାତକୁ  ତୁମ ହାତରେ ରଖିଲି  ଜୀବନର  ଦୁଃଖ, ଭୟ ସବୁଭୁଲିଗଲି ! ଜନଗହଳିରେ ଯେବେ ପଥ ଚାଲୁଥିଲି ତୁମରି ହାତକୁ ମୁଁ ଜାବୁଡି ଧରୁଥିଲି ! ଲାଗୁଥିଲା ସାରା ସଂସାର ମୋରି ହାତରେ ପୁଣି ଲାଗୁଥିଲାଡର ମୋତେ ବେଳେ ବେଳେ କାଳେ ହଜିଯିବିକି ମୁଁ ଲୋକ ଗହଳିରେ ! ଯେବେଠାରୁ ଛଡାଇନେଲ ମୋହାତରୁ ତୁମ ହାତକୁ ଏକୁଟିଆ ଠିଆ ହୋଇ ଖୋଜୁଥିଲା ମୋ ଆଖି ତୁମକୁ ! ଏକୁଟିଆ ଦେଖି ସବୁ ଫେରିଚାହୁଁଥିଲେ କାହିଁ କିଏ ତୁମପରି ଲାଗୁତନଥିଲେ ! କଉଥିରେ କମିତ ନାହିଁ ଜୀବନର ତଥାପି ତୁମ ସ୍ନେହପରି ପାଉନି କାହାର ! ଖାଉଛି ପିନ୍ଧୁଚି ଭଲରେ ତ ଅଛି କେଜାଣି କାହିଁକି ତୁମକୁ ଝୁରୁଛି ! ତୁମପାଇଁ ରଖିଥିଲି ନିଜକୁ ସଜେଇ ବହୁତ କାନ୍ଦୁଛି ଆଜି ତୁମକୁ ହଜେଇ ! ମରୁଭୂମିର ପାଣିସ୍ରୋତ ପରି ଟିକିଏ ସ୍ନେହ କାହାଠାରୁ ମିଳିଗଲେ ଭାବେ ସତରେ ମୁଁ ତୁମରି ! ହଜିଯାଏ ମଜିଯାଏ ସପନରାଇଜେ ସପନ ଭାଙ୍ଗିଲେ ତୁମକୁ ମୁଁ  ଖୋଜେ! ଜୀବନପଥରେ କିଛି ମିଳେ କିଛି ହଜିଯାଏ କିଏ ଭୁଲିଯାଏ କିଏ ଝୁରୁଥାଏ ! ଯାହା ହଜିଯାଏ ତାକୁ କେବେବି ଭୁଲୁନା ଯାହା ମିଲିଥାଏ ତାକୁ ସାଇତି ରଖୁନା ! 🙏🙏 ମହେଶ 🙏🙏 ସମ୍ପର୍କ ଭଗବାନ ଆଉ ଭକ୍ତ

Good morning Rose imagesतुम नहीं जानते तुम्हें हम कितिना चाहेते है , क्या करूँ तुम को मेरी याद तक नेही अति , तुम्हारा कोई कसूर नेही सायद , मेरे प्यारे में कमी है , जो तूमको मैं याद नही आती।

Image
तुम नहीं जानते तुम्हें हम कितिना चाहेते है ,  क्या करूँ तुम को मेरी याद तक नेही अति , तुम्हारा कोई कसूर नेही सायद , मेरे प्यारे में कमी है , जो तूमको मैं याद नही आती।                          https://darubramh.blogspot.com/search/label/Good%20morning%20images?m=1?&max-results=8 You don't know how much we like you,   What should I do to you even in my memory Some of your fault is nearer,  My dear is lacking,  I don't miss you https://darubramh.blogspot.com/search/label/Good%20morning%20images?m=1?&max-results=8 मालूम है की खवाब झूठे है,  और खवाहिसें अधुरी है। पर जिंदा रहने के लिए कुछ  गलतफहमियां भि जरूरी है...! https://darubramh.blogspot.com/search/label/Good%20morning%20images?m=1?&max-results=8 I know that the dream is false,  And Khawahis are incomplete.  But something to be alive  Misunderstandings  are also necessary ...! https://darubramh.blogspot.com/search/label/Good%20morning%20images?m=1?&max-resul