Odia prathana mahabahu Lord Jagannath
ଦୁନିଆ ଡାକୁଛି ତ୍ରାହି ତ୍ରାହି ଆଜି..!
ରକ୍ଷାକର ମହାବାହୁ... !!
ଏ ଘୋର ସଂଙ୍କଟୁ ରକ୍ଷାକର ତୁମେ
କୋରନା ସାଜିଛି ଦାଉ.....!!
ଚାଇନାରୁ ଆସି ବିଶ୍ୱେ ପ୍ରବେସିଛି..!
ମଣିଷ ସାଜିଛି ପୋକ,ମାଛି..!!
ଅଚ୍ୟୁତ ବଚନ ସତଯେ ହୋଇଛି...!
ଅଚିହ୍ନା ବ୍ୟାଧି ଯେ ସଭିଙ୍କୁ ଘାରିଛି.!
ତୁମ ସୃଷ୍ଟି ଆଜି ହୁଏ ଥର ହର..!
ତୁମେ ନରଖିଲେ ସୃଷ୍ଟି ହେବ ଛାର ଖାର..!!
ଦୁନିଆ ଡାକୁଛି ଆଜି ତ୍ରାହି ତ୍ରାହି ପ୍ରଭୁ..!
ରକ୍ଷାକର ରକ୍ଷାକର....!!
ପ୍ରାଥନା ସ୍ଵର......! Audio clip


Comments
Post a Comment