ସଫଳତା ର ଅନ୍ୟ ନାମ ସଂଘର୍ଷ success life story odia
ଏହା ସମ୍ପୂର୍ଣ୍ଣ ରୂପେ ମୋ ବେକ୍ତିଗତ ଜୀବନରେ ଘଟିଥିବା ନିଜର ଅନୁଭୂତି ଯାହା ଆପଣମାନଙ୍କ ଆଗରେ ପ୍ରକାଶ କରୁଛି ! ଜୀବନରେ ମଣିଷ ଏମିତି କିଛି ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତିକରିଥାଏ ଆଉ ସେଇସବୁ ମୁହୁର୍ତ୍ତରେ ସେ ଅନେକ ଶିକ୍ଷା ମଧ୍ୟ ପାଇଥାଏ ! ଆଉ ସେଇ ମୁହୁର୍ତ୍ତ ଜୀବନର ଇତିହାସ ହୋଇଯାଏ ! ଆଜି ମୁଁ ମୋଜୀବନର ସଫଳତା ପଛରେ ଥିବା 5ଗୋଟି ମୁଖ୍ୟ ସୂତ୍ର ମୋର ଅନୁଭୂତିରୁ ମୁଁ ପ୍ରକାଶ କରୁଛି ! ପ୍ରତ୍ୟକ ସଫଳତାର ଶ୍ରେୟ ଭଗବାନଙ୍କୁ ଦେବା ଉଚିତ କାରଣ ତାଙ୍କରି ବିନା ଇଛାରେ ଗଛର ପତ୍ର ବି ହଲେନାହିଁ। ତଥାପି ଭାଗ୍ୟଗଢ଼ି ତୋଳିବା ପାଇଁ ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କୁ ଉତ୍ତର ଦାୟୀ ଭାବିଵା ଆମର ଭୁଲ ଅଟେ ! କାରଣ ଆମ୍ଭେମାନେ ଯଦି ପୌରାଣିକ ଆଡକୁ ନଜରଦେବା ତାହେଲେ ସବୁଠି ନିଜର କର୍ମ କୁ ହିଁ ଶ୍ରେୟ ଦିଆଯାଇଅଛି ଅର୍ଥାତ ନିଜର କର୍ମ ହିଁ ନିଜର ଭାଗ୍ୟ ! ତେଣୁ ଆମ୍ଭେମାନେ ଯଦି ଆମ୍ଭମାନଙ୍କର ଲକ୍ଷ୍ୟସ୍ଥଳ କୁ ପ୍ରଥମେ ମନ ଭିତରେ ସ୍ଥିର କରି ସଂକଳ୍ପବଦ୍ଧ ହୋଇ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରସ୍ତୁତ ହେବା ନିଶ୍ଚିତ ଭାବେ ସଫଳତା ଆମ୍ଭଙ୍କୁ ସ୍ୱାଗତ କରିବ ! ହୋଇପାରେ ସେଥିପାଇଁ ଅନେକ ସଂଘର୍ଷ କରିବାକୁ ପଡିପାରେ ହେଲେବି ନିଜର ମନୋବଳ , ଧର୍ଯ୍ୟ ,ନିଜର ଲକ୍ଷ୍ୟସ୍ଥଳ କେବେବି ଓହରି ଆସିବା ଅନୁଚିତ୍ ! ନିଜର ଲକ୍ଷ୍ୟ କବାଟ ସବୁବେଳେ ବାଡାନ୍ତୁ ହେଇପାରେ ଇଶ୍ୱର ଆପଣଙ୍କ ଧର୍ଯ୍ୟ ର ପ
Very nice super
ReplyDelete