https://darubramh.blogspot.com/?m=1

ଆଖି ପଲକ ରେ ପ୍ରଭୁ  ପାପର ହାଟ
କିସ ମୁ କିଣିବି କିସ ମାଗିବି ଯସ!!

ଜଣା ନାହିଁ ପାପ ପୁଣ୍ୟ ଜଣା ନାହିଁ ଧର୍ମ
ଜଣା ନାହିଁ ଜପ ତପ ପୂଜା ର ବିଧାନ!!

ଅଜଣା ବ୍ୟାଧି ତ ପ୍ରଭୁ ମାଡିଣ ବସିଛି
ମୁକତି ର ପଥ ମୁଁ ଯେ ଖୋଜିଣ ବୁଲୁଛି!!

ଆତ୍ମା ଡାକେ ଡାକେ ତ୍ରାହି ତ୍ରାହି
ମନ କହେ ହରି ହରି
କେଉଁ ନାମ ନେଲେ ପ୍ରଭୁ ଯିବି ମୁହିଁ ତରି!!

କୁହ ଥରେ ମୋ ପ୍ରାଣ ନାଥ ଡାକିବି କେମିତି

  1. ତୁମ୍ଭ ନାମ ନେଲେ ପ୍ରଭୁ ମୁହିଁ ପାଇବି ମୁକତି!!

Comments

Popular posts from this blog

ସଫଳତା ର ଅନ୍ୟ ନାମ ସଂଘର୍ଷ success life story odia

20+Jay Jagannath good morning images