Posts

Featured Post

All song odia,Hindi bhajan,Amazing good morning,goodnight with sayari vedio

Image
Goodnight Superhit odia bhajan Good morning have a nice day

Good night

Image

ଦିଗହରା ମଣିଷ

Image
  ଦିଗହରା ମଣିଷ   ଦିଗହରା ପକ୍ଷୀ ପରି ସମସ୍ତେ  ଆଜି ପ୍ରତିଟି ମୁହୂର୍ତ୍ତ ଶାନ୍ତି ଖୋଜି ବୁଲୁଛନ୍ତି ହେଲେ ନିଜର ଅଶାନ୍ତି ର କାରଣ ଯେ  ଆମେ ନିଜେ ଅଟୁ ଏହା ଆମ୍ଭେ ଭୁଲିଯାଉଛନ୍ତି | କାରଣ ମଣିଷ ଲୋଭ, ମାୟା, ଅହଙ୍କାର, ଭିତରେ ବୁଡିରହିଥାଏ ଆଉ ଶେଷ ଯାଏ ମୋର...ମୋର...କହିଚାଲିଥାଏ। କିନ୍ତୁ ଏହା ସତ୍ୟ ଯେ ମୋର ବୋଲି ଏ ସଂସାର ରେ କିଛି ନାହିଁ | ଯଦି କିଛି ଅଛି ତାହା ହରି ନାମ ଆଉ ସଂକୀର୍ତ୍ତନ ଯାହା ଆତ୍ମା କୁ ଶାନ୍ତି ଦେଇଥାଏ ମୃତ୍ୟୁ ପରେ ବି ବଞ୍ଚି ରହିଥାଏ। ଆପଣ ଏହା ଜାଣିଥିବେ  ଦସ୍ୟୁ ରତ୍ନାକର ଗୋଟିଏ ଗରିବ ପରିବାର ଜନ୍ମଗ୍ରହଣ କରିଥିଲେ ଅନେକ ଦୁଃଖ କଷ୍ଟରେ ଚଳୁଥିଲେ , ନିଜର ଅଭାବ ଅନଟନକୁ ଦୂର କରିବାକୁ ସେ ଭୁଲ ରାସ୍ତା କୁ ବାଛିନେଲେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଠୁ ଲୁଟପାତ କରିଲେ ଅନେକ ନିରୀହ ପ୍ରାଣୀ ଙ୍କୁ ହତ୍ୟା କରି ନିଜ ପରିବାର କୁ ଖୁସିରେ ରଖିଲେ କିନ୍ତୁ ନିୟତିର ବିଚାର ଥିଲା କିଛି ଅଲଗା, ଦିନେ ନାରଦ ଦସ୍ୟୁ ରତ୍ନାକର ଙ୍କ ପାଖରେ ପହଁଚିଲେ ତାଙ୍କୁ ଧର୍ମ ର ମାର୍ଗ ସମ୍ବଧରେ ବୁଝାଇଲେ ଆଉ ତୁମେ ପାପ କରୁଛ ବୋଲି କହିଲେ କିନ୍ତୁ ଦସ୍ୟୁ ରତ୍ନାକର ନାରଦଙ୍କ କଥାରେ ଭୀଷଣ ରାଗିଗଲେ ଏବଂ କହିଲେ ମୋ ପରିବାର କୁ ଖୁସିରେ ରଖିବା ମୋର ପ୍ରଥମ ଧର୍ମ ଆଉ କର୍ତ୍ତବ୍ୟ ସେଥି ପାଇଁ ମୁଁ ସବୁକିଛି କରିପାରିବି ଠିକ ଭୁଲ ମୋତେ ନ ବୁଝାଇ ଆପଣ ଶୀଘ୍ର ଏ ସ୍ଥାନ ଛାଡି ପଳାନ୍ତୁ ଏହା ଶୁଣି ନାରଦ ହସିଲେ କହିଲେ

ଜାଣିନିଅନ୍ତୁ ବ୍ୟାଙ୍କ ଘରୋଇକରଣ ହେଲେ ସାଧାରଣ ଗ୍ରାହକର ଅନ୍ୟକ ଅସୁବିଧା

Image
ବ୍ୟାଙ୍କ ଘରୋଇକରଣ,   ସାଧାରଣ ଜନତାଙ୍କ ଅଧିକାର ହରଣ   ଆଜି ସାରା ଭାରତରେ ସରକାର ଅନେକ ବଡ ବଡ ବିଭାଗ ଗୁଡିକୁ ଘରୋଇକରଣ କରିବା ପାଇଁ ନିର୍ଣ୍ଣୟ କରିଛନ୍ତି ସେଥି ମଧ୍ୟର ବ୍ୟାଙ୍କ ଘରୋଇକରଣ ର ନିଷ୍ପତ୍ତି ଯାହା ଭାରତବର୍ଷ ରେ ସାଧାରଣ ଜନତା ଗ୍ରାହକମାନେ ନିଜର ମୌଳିକ ସୁବିଧା ପାଇଁ  ଅନେକ ସମସ୍ୟାକୁ          ସାମ୍ନା କରିବାକୁ ପଡିବ ତେବେ ଆସନ୍ତୁ ଜାଣିବା ସଂକ୍ଷେପରେ। ଗ୍ରାମାଞ୍ଚଳ ରେ ବାସ କରୁଥିବା ଲୋକମାନେ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେବେ। 2-ବେକାରୀ ସଂଖ୍ୟା ବୃଦ୍ଧି ପାଇବା ସହିତ ଲକ୍ଷ ଲକ୍ଷ ଲୋକ ନିଜର ବୃତ୍ତି ହରାଇ ବସିବେ। 3-ସାଧାରଣ ଲୋକ ମାନଙ୍କୁ ନିଜର ବ୍ୟାଙ୍କ ଖାତାରେ ଏକ "ସର୍ବନିମ୍ନ ରାଶି"  ୨ହଜାର ରୁ ଅଧିକ ଜମାରଖିବାକୁ ପଡିବ ନଚେତ୍ ଦଣ୍ଡବିଧାନ  ବା ପେନାଲ୍ଟି ସ୍ବରୂପ ଏକ ବୃହଦାକାର ରାଶି (ଯାହାର ପରିମାଣ 600 ଟଙ୍କା ପ୍ରତି ମାସମଧ୍ଯ ହୋଇପାରେ) ବ୍ୟାଙ୍କକୁ ପୈଠ କରିବାକୁ ପଡିବ । 4-କୃଷକ ଭାଇ ମାନଙ୍କୁ ଚାଷ ଋଣ ମିଳିବ ନାହିଁ, କ୍ଷୁଦ୍ର ବ୍ୟବସାୟୀ ଭାଇ ମାନଙ୍କ ଋଣ ନେବାରେ ଅନେକ ସମସ୍ୟା ସୃଷ୍ଟି ହେବ ଏକ ନ୍ୟୁନ ଧରଣର ବ୍ୟବସାୟିକ ଋଣ ନିମନ୍ତେ(5 ଲକ୍ଷରୁବି କମ) ଋଣଧାରୀଙ୍କୁ ପ୍ରକ୍ରିୟାକରଣ ଦେୟ (Processing Fee) ସ୍ବରୂପ ଅଧିକ ପରିମାଣର ଟଙ୍କା ବ୍ୟାଙ୍କକୁ ଦେୟ କରିବାକୁ ପଡିବ, ଯାହା ବିଭିନ୍ନ ଜାତୀୟ ବ୍ୟାଙ୍କରେ ନଗଣ୍ଯ କିମ୍ବା ଅତି ସାମାନ୍ଯ ଅଟେ । 5- ଗ୍ରାହ

Odia nitibani sayari sms images

Image

ଓଡ଼ିଆ ରାମାୟଣ

Image