ଜୀବନ ର ପଥ ଅଟେ ବହୁଦୂର ଚାଲୁ ଚାଲୁ କେବେ ଥକି ନ ପଡ!! ଆଜିର ପ୍ରଭାତ ଆପଣଙ୍କ ପାଇଁ ନେଇ ଆସୁ ଅନେକ ଖୁସି ର ବାର୍ତା 🙏ଜୟ ଜଗନ୍ନାଥ🙏good morning images
ଜୀବନ ର ପଥ ଅଟେ ବହୁଦୂର ଚାଲୁ ଚାଲୁ କେବେ ଥକି ନ ପଡ!!
ଆଜିର ପ୍ରଭାତ ଆପଣଙ୍କ ପାଇଁ ନେଇ ଆସୁ ଅନେକ ଖୁସି ର ବାର୍ତା
🙏ଜୟ ଜଗନ୍ନାଥ🙏
ଅଧର୍ଯ୍ୟ ହିଁ ବିଫଳତା ର କାରଣ
🙏Jay Jagannath 🙏
ଦିଗ ହରା ପକ୍ଷୀ ଟେ ମୁଁ ଖୋଜି ବୁଲେ ଠିକଣା
ନାହିଁ ଲୋଭ ନାହିଁ ମୋହ କାମନା ବାସନା !!
ମନର ଆଇନା ହୃଦୟ ର ଆଖି ପାରେ ନାହିଁ କେହି ଦେଖି
ଅନେକ ଦୂରରେ ଅଛି ସିନା ବନ୍ଧୁ ହୃଦୟରୁ ଦେଲି କିଛି ଲେଖି!!
Subha sakal
एक रास्ता यह भी हैं,
अपनों को पाने का…
ଆତ୍ମା ଡାକେ ଡାକେ ତ୍ରାହି ତ୍ରାହି
ମନ କହେ ହରି ହରି
କେଉଁ ନାମ ନେଲେ ପ୍ରଭୁ ଯିବି ମୁହିଁ ତରି!!
जिस-जिस पर ये जग हँसा हैं,
उसी ने इतिहास रचा हैं…
🙏Good morning 🙏
संघर्ष के समय आदमी अकेला होता हैं,
सफलता में दुनिया उसके साथ होती हैं,
🙏सुप्रभात🙏
जिस लोग को एक दीन दुनिया हंसा करते थे
उसी ने इतिहास रचा हैं…!!
ଭକତର ଲାଗୀ ଯୁଗେ ଭଗବାନ କରନ୍ତି ଏ ଖେଳା ଲୀଳା
ଭକତ କାନ୍ଦୀଲେ ଭଗବାନ କାନ୍ଦେ ସରିଜାଏ ଭବବେଳା !!
Good morning
Jay maa laxmi
Ajira prabhat tuma pain
Mangalmay heu
Jay jagannath
Sri ram jay ram jay jay ram
Sankatmochan jay Hanuman
🙏Jay bajarangabali🙏
ଶ୍ରୀବଛ ଲାଛଂନା ପ୍ରଭୁ ନାରାୟଣ ଗୋବର୍ଦ୍ଧନ ଗୀରିଧାରୀ
କଂସାରି ବକାରୀ ଶଙ୍ଖଚକ୍ରଧାରୀ କେ ସୁନିବ ହେ ଗୁହାରୀ !!
💐Jay Jagannath 💐
Comments
Post a Comment